ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାତ୍ରପୁର : ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଉପରେ ଜରଡ଼ା ଥାନା ପୁଲିସ୍‌ ନରମ ଆଭିମୁଖ୍ୟ ପୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ପ୍ରତିବାଦ ପରେ ପୀଡ଼ିତାଙ୍କ ୧୬୪ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି। ଆଜି ଜରଡ଼ା ଥାନା ଅଧିକାରୀ ଏନେଇ ସୂଚନା … Continue reading ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ